
କେନ୍ଦୁଝର ଜିଲ୍ଲାର ସାନଘାଗରା ଜଳପ୍ରପାତ କେନ୍ଦୁଝର ସହର ଠାରୁ ୮ କି:ମି ଦୂର ସମ୍ବଲପୁର ଆଡ଼କୁ ଯାଉଥିବା ଜାତୀୟ ରାଜପଥ ନଂ୬ କଡ଼ରେ ଅବସ୍ଥିତ । ୪୮୮…

ବଡ଼ଘାଗରା ଜଳପ୍ରପାତ କେନ୍ଦୁଝର ସହର ନିକଟବର୍ତ୍ତୀ ସବୁଜ ବନନୀ ପରିବେଷ୍ଟିତ ନୈସର୍ଗିକ ପ୍ରକୃତି କୋଳରେ ଏକ ଚିତାକର୍ଷକ ଜଳପ୍ରପାତ । ୧୦୦ ଫୁଟ ଉଚ୍ଚରୁ ଝରି ପଡୁଥିବା…

ଖଣ୍ଡାଧାର ଜଳପ୍ରପାତ କେବଳ କେନ୍ଦୁଝର ଜିଲ୍ଲା ନୁହଁ ଓଡିଶାର ଏକ ଅତିସୁନ୍ଦର ଜଳପ୍ରପାତ । ଖଣ୍ଡାଧାର ନଦୀର ଜଳସ୍ରୋତ ପ୍ରାୟ ୫୦୦ ଫୁଟ ଉଚ୍ଚରୁ ସିଧା ନିମ୍ନକୁ…

ଘଟଗାଁ ମା ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ମା ତାରିଣୀ ମନ୍ଦିର ଆଧୁନିକ ସମୟର ସୃଷ୍ଟି । ଦେବୀଙ୍କର ପ୍ରକୃତିଦତ୍ତ ସ୍ଵରୂପ ଏହାଙ୍କର ଆଦିମ…

କେନ୍ଦୁଝରର ଭୀମକୁଣ୍ଡ ଜଳପ୍ରପାତ ସବୁଜ ବନାନୀ ପରିବେଷ୍ଟିତ ମନୋହର ଚିତାକର୍ଷକ ପରିବେଶ ମଧ୍ୟରେ ଅବସ୍ଥିତ । ଶୋଭାମୟ ପୂଣ୍ୟତୋୟା ବୈତରଣୀ ନଦୀର ଦୁଇଟି ଭୀମକାନ୍ତ ଜଳପ୍ରପାତ ସାନକୁଣ୍ଡ…

ସୀତାବିଞ୍ଜିର ପ୍ରେସ୍ କୋ ପେଣ୍ଟିଙ୍ଗ ଓ ଶିଳାଲିପି ପ୍ରାକୃତିକ ସୌନ୍ଦର୍ଜ୍ୟ ପରିବେଷ୍ଟିତ ଦିଗନ୍ତ ବିସ୍ତାରି ପର୍ବତଶ୍ରେଣୀଘେରା ପବିତ୍ର ସୀତା ନଦୀ କୂଳରେ ଅବସ୍ଥିତ । ଏଠାରେ ମନ୍ଦିରପରି…

ଗୁଣ୍ଡିଚାଘାଗି ଜଳପ୍ରପାତ ସବୁଜ ବନାନୀ ପରିବେଷ୍ଟିତ ରମଣୀୟ ପ୍ରକୃତି କୋଳରେ ଅବସ୍ଥିତ । ମୁସଳନଦୀରୁ ପର୍ଜ୍ୟାନୁକ୍ରମେ ୫୦ ଫୁଟ ତଳକୁ ପଡୁଥିବା ଛୋଟ ଛୋଟ ଜଳପ୍ରପାତର ସମାହାର…

ହାଣ୍ଡିଭଙ୍ଗା ଜଳପ୍ରପାତ ପ୍ରାକୃତିକ ପରିବେଶ ପରିପୂର୍ଣ୍ଣ ଘଞ୍ଚ ଜଙ୍ଗଲ ଏବଂ ତରଙ୍ଗାଗୟିତ ପର୍ବତଶ୍ରେଣୀ କୋଳରେ ଅବସ୍ଥିତ । ସଂଲଗ୍ନ ଅଞ୍ଚଳ ବିପୁଳ ପରିବେଶ ଓ ସମୃଦ୍ଧ ଜୈବ…

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସବ୍ଡ଼ିଭିଜନ ଶାଳନ୍ଦୀ ନଦୀରେ ହଦଗଡ଼ ଜଳଭଣ୍ଡାର ନିର୍ମିତ । କୃଷିକ୍ଷେତ୍ରର ଜଳସେଚନ ପାଇଁ ଏହି ବିରାଟ ନଦୀବନ୍ଧର ସୃଷ୍ଟି । ସୌନ୍ଦର୍ଜ୍ୟମୟ ପ୍ରାକୃତିକ…

ଗୋନାସିକା ମନ୍ଦିର ମନୋରମ ସବୁଜ ଉପତ୍ୟକା ଏବଂ ନାନାବିଧ ରଙ୍ଗର ଉଚ୍ଚ ତରଙ୍ଗାୟିତ ପାହାଡ଼ ପରିବେଷ୍ଟିତ ପ୍ରସିଦ୍ଧ ତୀର୍ଥ କ୍ଷେତ୍ର । ପୂଣ୍ୟତୋୟା ବୈତରଣୀ ନଦୀ କୂଳରେ…