ନିର୍ବାଚନ କ୍ଷେତ୍ର

 

ଲୋକସଭା ନିର୍ବାଚନ କ୍ଷେତ୍ର ତାଲିକା
 କ୍ରମିକ  ସଂଖ୍ୟା  ନିର୍ବାଚନ ମଣ୍ଡଳୀ ର  ନାମ ପରିସୀମା ଅଧୀନସ୍ଥ ଅଞ୍ଚଳ (ବିଧାନ ସଭା ନିର୍ବାଚନ କ୍ଷେତ୍ର)
 ୧  ୦୪-କେନ୍ଦୁଝର  ୨୦-ତେଲକୋଇ(ଏସ.ଟି),୨୧-ଘସିପୁରା,୨୨-ଆନନ୍ଦପୁର,(ଏସ.ସି),୨୩-ପାଟଣା(ଏସ.ଟି.),୨୪-କେନ୍ଦୁଝର(ଏସ.ଟି.),୨୫-ଚମ୍ପୁଆ,୩୦-କରଞ୍ଜିଆ(ଏସ.ଟି.) 

 

ବିଧାନ ସଭା ନିର୍ବାଚନ କ୍ଷେତ୍ରଗୁଡିକର ତାଲିକା
କ୍ରମିକ  ସଂଖ୍ୟା ନିର୍ବାଚନ ମଣ୍ଡଳୀ ର  ନାମ ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି)
 ୨୦- ତେଲକୋଇ(ଏସ.ଟି.)  ୧.ହରିଚନ୍ଦନପୁର ବ୍ଲକ ୨.ତେଲକୋଇ ବ୍ଲକ ୩.ବାଂଶପାଳ,ବରଗଡ,ବାୟାକୁମୁଟିଆ,ଗୋନାସିକା,ଯାତ୍ରା,କାଳଣ୍ଡାା,କରଙ୍ଗାଡିହି,କୁଅାଂର,ନୟାକୋଟ,ଫୁଲଝର,ସାହାରପୁର,ସିଂଘପୁର,ତଲକାଦକଳା,ତାଣ,ତରମାକାନ୍ତ ଏବଂ ବାଂଶପାଳ ବ୍ଲକ ର ରାଇଗୋଡା ଗ୍ରାମ ପଞ୍ଚାୟତ .
 ୨୧- ଘସିପୁରା  ୧.ଘସିପୁରା ବ୍ଲକ ୨.ଘଟଗାଁ ବ୍ଲକ ୩. ଧକୋଠା ଏବଂ ଆନନ୍ଦପୁର ବ୍ଲକ ର କୋଳିମାଟି ଗ୍ରାମ ପଞ୍ଚାୟତ .
 ୨୨- ଆନନ୍ଦପୁର(ଏସ.ସି)  ୧.ବାଇଲୋ,ବାଉଁଶଗଡ,ବେଲବାହାଳି,ଗୟଳମୁଣ୍ଡା,ହରିଡାପାଳ,ଜଳସୁୁଂଆ,କଣ୍ଟିିପାଳ,କଥାକଟା,କୋଡପାଡ,ମନୋହରପୁର,ପଣଷଡିହା,ପଂଚୁପଲି,ସାଳବଣି ଏବଂ  ଆନନ୍ଦପୁର ବ୍ଲକ ର ତାରାତରା ଗ୍ରାମ ପଞ୍ଚାୟତ ୨.ଆନନ୍ଦପୁର ପୌରାଞ୍ଚଳ  ୩.ହାଟଡିହି ବ୍ଲକ
୪   ୨୩- ପାଟଣା(ଏସ.ଟି)  ୧.ଅସନପାଟ,ଖୁଣ୍ଟାପଡା,ବଡଡୁମୁରିଆ,ବଡନେଉଳିି,ବାରିଆ,ଧନୁର୍ଜୟପୁର,ଗୁଣ୍ଡୁନିଆ,ଉଖୁଣ୍ଡା ଏବଂ ଝୁମ୍ପୁରା ବ୍ଲକ ର ଚଉଠିଆ ଗ୍ରାମ ପଞ୍ଚାୟତ ୨. ଜଳପୋସୀ,ଜାଲି,ସଡଙ୍ଗୀ, ଜ୍ୟୋତିପୁର,ଭୁଇଂପୁର ଏବଂ ଚମ୍ପୁଆ ବ୍ଲକ ର ପରସଳାା ଗ୍ରାମ       ପଞ୍ଚାୟତ ୩.ପାଟଣା ବ୍ଲକ ୪.ସାହାରପଡା ବ୍ଲକ
 ୨୪-କେନ୍ଦୁଝର(ଏସ.ଟି)  ୧.ଅର୍ଶଳା,ବାଲିବନ୍ଧ,ଝୁମ୍ପୁରା,ଖେନ୍ଦ୍ରା,କୁଟୁଗାଁ,ନାହାବେଡା,ନାରଦପୁର,ନିଶ୍ଚିନ୍ତପୁର,ବସନ୍ତପୁର,ଗୁମୁରା,ମାଲଦା ଏବଂ ଝୁମ୍ପୁରା ବ୍ଲକ ର ନୟାଗଡ ଗ୍ରାମ ପଞ୍ଚାୟତ ୨.କୋଡିପସା,ଶୁଆକାଠି,ତଳଚମ୍ପେଇ,ତଳକଂସାରୀ ଏବଂ  ବାଂଶପାଳ ବ୍ଲକ ର  କୁମୁଣ୍ଡି ଗ୍ରାମ ପଞ୍ଚାୟତ ୩.କେନ୍ଦୁଝର ବ୍ଲକ ୪. କେନ୍ଦୁଝର ପୌରାଞ୍ଚଳ
 ୨୫ – ଚମ୍ପୁଆ

 ୧.ଯୋଡା ବ୍ଲକ ୨. ଯୋଡା ପୌରାଞ୍ଚଳ ୩.ବଡବିଲ ପୌରାଞ୍ଚଳ ୪.କୋଦଗଡିଆ,ଜାମୁଡଳାକ,ରଜିଆ,କାଳୀକାପ୍ରସାଦ,ରିମୁଳି,ବଡନଇ,ସରେଇ,ଚମ୍ପୁଆ,କୁଟାରିପୋସୀ,ସୁନାପୋସୀ,କରଞ୍ଜିଆ,ରଙ୍ଗାମାଟିଆ,ଉଚବାଲି,ଭଣ୍ଡା,କାଶିପାଳ,ପାଦୁଆ ଏବଂ ଚମ୍ପୁଆ ବ୍ଲକ ର ଚନ୍ଦ୍ରଶେଖରପୁର ଗ୍ରାମ ପଞ୍ଚାୟତ