କିଭଳି ପହଁଞ୍ଚିବେ
ଆକାଶ ପଥ
ନିକଟସ୍ଥ ବିମାନ ବନ୍ଦର ହେଉଛି ଭୁବନେଶ୍ଵର – ୨୩୦କି.ମି.
ରେଳ ଯୋଗେ
ନିକଟସ୍ଥ ରେଳ ଷ୍ଟେସନ ହେଉଛି କେନ୍ଦୁଝରଗଡ -୫ କି.ମି.।
ସଡକ ପଥ
ସବୁ ସହରରୁ କେନ୍ଦୁଝରକୁ ଯୋଗଯୋଗ ଅଛି ।
ଏନ୍.ଏଚ୍-୪୯,ଏନ୍.ଏଚ୍-୨୦, ଏନ୍.ଏଚ୍-୨୧୫, ଏନ୍.ଏଚ୍-୫୨୦ ଏବଂ ଏନ୍.ଏଚ୍-୨୨୦ ଯାହାଦ୍ଵାରା ଜିଲ୍ଲା କଲିକତା,ମୁମ୍ବାଇ,ଜାମସେଦପୁର,କଟକ,ଭୁବନେଶ୍ଵର,ୱାଇଜାକ ଦ୍ଵାରା ସଂଯୁକ୍ତ ।