ବନ୍ଦ କରନ୍ତୁ

କଲେକ୍ଟରେଟ୍

କେନ୍ଦୁଝର୍ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ ୨ ଜଣ ଅତିରିକ୍ତ ଜିଲ୍ଲାପାଳ

  • ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)
  • ଅତିରିକ୍ତଜିଲ୍ଲାପାଳ (ରାଜସ୍ବ)

ତାଙ୍କ ନିୟନ୍ତ୍ରଣରେ ଥିବା ଜିଲ୍ଲାସ୍ତରୀୟ ଅଧିକାରୀ ଗୁଡିକ:

  • ଜିଲ୍ଲା ଖାଉଟି ଯୋଗାଣ ଅଧିକରୀ
  • ଜିଲ୍ଲା ପଞ୍ଚାୟତ ଅଧିକାରୀ
  • ଜିଲ୍ଲା ମଙ୍ଗଳ ଅଧିକାରୀ
  • ଅଧୀକକ୍ଷ ଅବକାରୀ ଅଧିକାରୀ
  • ଜିଲ୍ଲା ଉପନିବନ୍ଧକ ଅଧିକାରୀ
  • ଖଣି ଅଧିକାରୀ
  • ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ
  • ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ
  • ଜିଲ୍ଲା ଯୋଜନା ଅଧିକାରୀ
  • ଜିଲ୍ଲା ବିକାଶ ଅଧିକାରୀ
  • ଜିଲ୍ଲା କ୍ରୀଡା ଅଧିକାରୀ
  • ଜିଲ୍ଲା ସଂସ୍କୃତି ଅଧିକାରୀ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ୧୧ ଟି ବିଭାଗ ଗୁଡିକ

  • ସ୍ଥାପନା ବିଭାଗ
  • ରାଜସ୍ବ ବିଭାଗ
  • ତୌଜି ବିଭାଗ
  • ଆପାତ କାଳୀନ ବିଭାଗ
  • ସାଧାରଣ ଓ ବିବିଧ ବିଭାଗ
  • ବନ ବନ୍ଦୋବସ୍ତ ବିଭାଗ
  • ଭୂ ତଥ୍ୟ ପର୍ଯ୍ୟବେକ୍ଷକ ବିଭାଗ
  • ବିଚାର ବିଭାଗ
  • ନିଜାରତ ବିଭାଗ
  • ଭୁମି ଅଧିଗ୍ରହଣ ବିଭାଗ
  • ନିର୍ଵାଚନ ବିଭାଗ

ପ୍ରତ୍ୟେକ ଅଧିକାରୀଙ୍କ ଦାୟୀତ୍ବ ଓ କର୍ତ୍ତବ୍ୟ ଗୁଡିକ

ଜିଲ୍ଲାପାଳ

  • ରାଜସ୍ବ ସଂଗ୍ରହ
  • ନିୟମ କାନୁନ ରକ୍ଷାବେକ୍ଷଣ
  • ବିକାଶ ଗତିବିଧି ପର୍ଯ୍ୟବେକ୍ଷଣ
  • ଜିଲ୍ଲାର ଅନ୍ୟାନ୍ୟ ସରକାରୀ ବିଭାଗ ଗୁଡିକର ପର୍ଯ୍ୟବେକ୍ଷଣ,ନିରୀକ୍ଷଣ ଓ ନିୟନ୍ତ୍ରଣ
  • ଜିଲ୍ଲା ନିର୍ଵାଚନ ଅଧିକାରୀ ଏବଂ ରିଟର୍ଣ୍ଣିଂ ଅଧିକାରୀ ଭାବେ କାର୍ଯ୍ୟ କରିବା

ଅତିରିକ୍ତ ଜିଲ୍ଲାପାଳ

ଜିଲ୍ଲାପାଳଙ୍କୁ ସହଯୋଗ କରିବା

ଜିଲ୍ଲା ଖାଉଟି ଯୋଗାଣ ଅଧିକାରୀ

ଆବଶ୍ୟକ ଦ୍ରବ୍ୟର ଯୋଗାଣ ଓ ବିତରଣ (ଚାଉଳ,କିରୋସିନ,ତେଲ,ଚିନି,ଅଟା ଇତ୍ୟାଦି)

 ଜିଲ୍ଲା ମଙ୍ଗଳ ଅଧିକାରୀ

  • ଅନୁସୂଚିତ ଜାତି /ଜନଜାତି ବିଦ୍ୟାଳୟ ଗୁଡିକର ବିକାଶର ପର୍ଯ୍ୟବେକ୍ଷଣ
  • ଅନୁସୂଚିତ ଜାତି /ଜନଜାତି ପିଲା ମାନଙ୍କୁ ଛାତ୍ରବୃତ୍ତି ବିତରଣ

ଜିଲ୍ଲା ପଞ୍ଚାୟତ ଅଧିକାରୀ

  • ପଞ୍ଚାୟତରାଜ ସଂଗଠନ ମାନଙ୍କ ତଦାରଖ ଓ ନିୟନ୍ତ୍ରଣ କରିବା
  • ପଞ୍ଚାୟତରାଜ ସଂଗଠନ ମାନଙ୍କ ନିର୍ଵାଚନ ଦାଖଲ କରିବା

ଅଧୀକକ୍ଷ ଅବକାରୀ ଅଧିକାରୀ

  • ଅବକାରୀ ରାଜସ୍ବ ସଂଗ୍ରହ
  • ନିଲାମ ଦାଖଲ ଓ ଦୋକାନ ଗୁଡିକୁ ଅନୁମତି ଜାରି କରିବା

ଜିଲ୍ଲା ଉପନିବନ୍ଧକ ଅଧିକାରୀ

  • ଦଲିଲ ପଞ୍ଜିକରଣ ଓ ରାଜିନାମା ଇତ୍ୟାଦି
  • ଜିଲ୍ଲା ବିଭାହ ଅଧକାରୀ ଭାବେ ବିବାହ ପଞ୍ଜିକରଣ

ଜିଲ୍ଲା କୋଷାଧ୍ୟକ ଅଧିକାରୀ

  • ସରକାରୀ ଗଚ୍ଛିତ ମୁଲ୍ୟାଙ୍କନ କରିବା
  • ସରକାରୀ ବିଭିନ୍ନ ନିୟମ କାନୁନ ରୁପାୟନ
  • ଯାଞ୍ଚ ଏବଂ ଚିଠା ପାରିତ କରିବା

ଜିଲ୍ଲା ଖଣି ଅଧିକାରୀ.

ପିଏଲ/ଏମଲ ଗୁଡିକୁ ଅନୁମତି ପ୍ରଦାନ

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ

  • ସମାଜିକ ମାଙ୍ଗଳିକ ମୂଲ୍ୟାଙ୍କନ ର ରୂପାୟନ
  • ସମନ୍ବିତ ଶିଶୁ ବିକାଶ ଯୋଜନା ଗୁଡିକୁ ତଦାରଖ କରିବା

ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ

  • ସରକାରୀ କାର୍ଯ୍ୟକ୍ରମକୁ ପ୍ରଚାର କରିବା
  • ଜାତୀୟ ଉସ୍ଚବ ପାଳନ କରିବା

ଜିଲ୍ଲା ଯୋଜନା ଅଧିକାରୀ

  • ସାସଂଦ/ ବିଧାୟକ ଙ୍କ ଭବିଷ୍ୟମୂଳକ ପ୍ରକଲ୍ପ,ଆଞ୍ଚଳିକ ଉର୍ନୟନ ଏବଂ ମିଳିତ ପାଣ୍ଠି ଯୋଜନା ଗୁଡିକୁ ନିରୀକ୍ଷଣ କରିବା

ଜିଲ୍ଲା ବିକାଶ ଅଧିକାରୀ

  • ଜିଲ୍ଲା ଅନ୍ତର୍ଭୁକ୍ତ ବିକାଶ ମୂଳକ କାର୍ଯ୍ୟ ର ନିରୀକ୍ଷଣ କରିବା
  • ବେସରକାରୀ ସଂଗଠନ ମାନଙ୍କ ଗତିବିଧି ସମନ୍ଵୟ କରିବା
  • ବ୍ଲକ ବ୍ୟବସ୍ଥା ଘଟଣା ମାନଙ୍କର ନିୟନ୍ତ୍ରଣ କରିବା

ଜିଲ୍ଲା କ୍ରୀଡା ଅଧିକାରୀ

କ୍ରୀଡାର ଅଗ୍ରଗତିର ଗତିବିଧି କରିବା

ଜିଲ୍ଲା ସଂସ୍କୃତି ଅଧିକାରୀ

ସାଂସ୍କୃତିକ କାର୍ଯ୍ୟକ୍ରମର ଅଗ୍ରଗତି.

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ବିଭାଗ ଗୁଡିକ

ବ୍ୟବସ୍ଥା ବିଭାଗ

  • ଚିଠା ବଜେଟ ପ୍ରସ୍ତୁତ କରିବା
  • ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନଙ୍କର ନିଯୁକ୍ତି ପରିଚାଳନା କରିବା
  • କର୍ମଚାରୀ ମାନଙ୍କୁ ବଦଳି ଓ ଥଇଥାନ କରିବା
  • ଶୃଙ୍ଖଳା ରକ୍ଷା ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା
  • ନିବୃତ୍ତି ସମ୍ବଧୀୟ ଘଟଣା ବଳି

ରାଜସ୍ବ ବିଭାଗ

  • ରାଜସ୍ବ ଘଟଣାବଳୀ ନିରୀକ୍ଷଣ ଏବଂ ପର୍ଯ୍ୟବେକ୍ଷଣ କରିବା
  • ଆବେଦନ ବୁଝାମଣା କରିବା / ରାଜସ୍ବ ଘଟଣାବଳୀ ଗୁଡିକୁ ପୁନରାବୃତ୍ତି କରିବା

ତୌଜି

ପର୍ଯ୍ୟବେକ୍ଷଣ ଏବୋଂ ରାଜସ୍ୱ ସଂଗ୍ରହର ନିୟନ୍ତ୍ରଣ

ସାଧାରଣ ଓ ବିବିଧ ବିଭାଗ

  • ବିବିଧ ଘଟଣା ମାନଙ୍କର ବୁଝାମଣା କରିବା
  • ସହରାଞ୍ଚଳ ମାନଙ୍କର ପର୍ଯ୍ୟବେକ୍ଷଣ କରିବା
  • ସାଧାରଣ ଅଭିଯୋଗ ପ୍ରକୋଷ୍ଠ ଏବଂ ସମୀକ୍ଷା ପ୍ରକୋଷ୍ଠ
  • ଅଧସ୍ତନ କାର୍ଯ୍ୟାଳୟ ଗୁଡିକୁ ନିରୀକ୍ଷଣ କରିବା
  • ମାନ୍ୟଗନ୍ୟ ବ୍ୟକ୍ତି ମାନଙ୍କର ଗସ୍ତ କାର୍ଯ୍ୟକ୍ରମକୁ ବୁଝାବଣା କରିବା

ବନ ବନ୍ଦୋବସ୍ତ ବିଭାଗ

  • ରାଜସ୍ବ ବନ ପରିଧି ବନ୍ଦୋବସ୍ତ ଏବଂ ଗ୍ରାମୀଣ ବନ ସୃଷ୍ଟି କରିବା
  • ଭୂ ତଥ୍ୟା ବଳିର ଅଧୀକ୍ଷକ
  • ଗଚ୍ଛିତ ଭୁ ତଥ୍ୟ ବଳିର ବୁଝାମଣା କରିବା
  • ନୂତନ ଗ୍ରାମ ଗୁଡିକୁ ସୃଷ୍ଟି କରିବା

ବିଚାର ବିଭାଗ

  • ଆଇନ ଓ ଆଦେଶ ବୁଝାମଣା କରିବା
  • କାରାଗାର ବ୍ୟବସ୍ଥା ବୁଝାମଣା କରିବା
  • ବନ୍ଧୁକ ଓ ବିସ୍ଫୋରକ ପଦାର୍ଥ ଗୁଡିକୁ ଅନୁମତି ପ୍ରଦାନ କରିବା

ନିଜାରତ ବିଭାଗ

  • ନଗଦ କାରବାର କରିବା
  • ଅତିଥି ଭବନ ରକ୍ଷଣା ବେକ୍ଷଣ କରିବା

ନିର୍ବାଚନ ବିଭାଗ

  • ଭୋଟର ତାଲିକା ପ୍ରସ୍ତୁତ ଓ ପ୍ରଚାର କରିବା
  • ସାସଂଦ ଓ ବିଧାୟକ ମାନଙ୍କ ନିର୍ବାଚନ ପରିଚାଳନା କରିବା

ଭୂ ତଥ୍ୟ ପର୍ଯ୍ୟବେକ୍ଷକ ବିଭାଗ

ଆର୍ଥିକ ସହାୟତା ଓ ସାଧାରଣ ଜନତାଙ୍କ ନିମନ୍ତେ ଭୁ ଅଧୀଗ୍ରହଣ ବୁଝାମଣା କରିବା.