ଜିଲ୍ଲା ସମ୍ବନ୍ଧରେ
କେନ୍ଦୁଝର ଜିଲ୍ଲା ୧ ଜାନୁଆରୀ ୧୯୪୮ ମସିହାରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପ୍ରଶାସନିକ ଜିଲ୍ଲା ଭାବେ ଗଠିତ ହୋଇଥିଲା । କେନ୍ଦୁଝର ଜିଲ୍ଲାର ପୂର୍ବରେ ମୟୁରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା ଓ ଭଦ୍ରକ ଜିଲ୍ଲା, ଦକ୍ଷିଣରେ ଯାଜପୁର ଜିଲ୍ଲା, ପଶ୍ଚିମରେ ଢ଼େଙ୍କାନାଳ ଜିଲ୍ଲା, ଅନୁଗୁଳ ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲା ଏବଂ ଉତ୍ତରରେ ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାମାନ ଅବସ୍ଥିତ । ଏହି ଜିଲ୍ଲାର କ୍ଷେତ୍ରଫଳ ୮,୩୦୩ ବର୍ଗ କି.ମି. ଅଟେ । ଭୌଗୋଳିକ ଅବସ୍ଥିତି ଅନୁସାରେ ଏହି ଜିଲ୍ଲା ୨୧.୧° ଉ.ରୁ ୨୨.୧୦° ଉ. ଅକ୍ଷାଂଶ ଏବଂ ୮୫.୧୧° ପୂ.ରୁ ୮୬.୨୨° ପୂ. ଦ୍ରାଘିମା ମଧ୍ୟରେ ଅବସ୍ଥିତ ଓ ସମୁଦ୍ର ପତ୍ତନଠାରୁ ହାରାହାରି ଉଚ୍ଚତା ୪୮୦ ମିଟର ।
ଏକ ନଜରରେ ଜିଲ୍ଲା
-
କ୍ଷେତ୍ରଫଳ:୮,୩୦୩ ବର୍ଗ କି.ମି
-
ଜନସଂଖ୍ୟା:୧,୮୦୧,୭୩୩
-
ଭାଷା:ଓଡ଼ିଆ
-
ଗ୍ରାମ:୨୧୩୨
-
ପୁରୁଷ:୯,୦୬,୪୮୭
-
ମହିଳା:୮,୯୫,୨୪୬
ଜାତୀୟ ଭୋଟର ଦିବସ -୨୦୨୩

ବନ୍ଦେ ଉତ୍କଳ ଜନନୀ
ଘଟଣା ଗୁଡିକ
କୌଣସି ଘଟଣା ନାହିଁ ।